‘ଭୁବନେଶ୍ୱର ୱାନ୍‌’ ଆଜି ଅନୁପଯୋଗୀ : ହୋଇଥାନ୍ତା ବିଶ୍ୱର ସବୁଠୁ ଅଧିକ ତଥ୍ୟଭିତ୍ତିକ ୱେବସାଇଟ୍‌

ଭୁବନେଶ୍ୱର : ବିଶ୍ୱର ସବୁଠୁ ଅଧିକ ତଥ୍ୟ ଭିତ୍ତିକ, ସୂଚନା ଭିତ୍ତିକ, ଲୋକ ଉପଯୋଗୀ ୱେବସାଇଟ୍‌/ଆପ୍‌ ହୋଇଥାନ୍ତା ଭୁବନେଶ୍ୱର ୱାନ୍‌। ଜଣେ ଘରେ ଥାନ୍ତୁ କି ବାହାରେ। ପାଖରେ ଯଦି ଲାପଟପ୍‌ କି ସ୍ମାର୍ଟ ଫୋନ୍‌ ଅଛି ଏବଂ ଏଥିରେ ନେଟ୍‌ ସଂଯୋଗ ଅଛି ତେବେ ରାଜଧାନୀର କେଉଠଁ କ’ଣ ଅଛି, ପହଞ୍ଚିବାକୁ କେତେ ସମୟ ଲାଗିବ, ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତା ଜାମ୍‌ ଅଛି କି ଫାଙ୍କା, … Continue reading ‘ଭୁବନେଶ୍ୱର ୱାନ୍‌’ ଆଜି ଅନୁପଯୋଗୀ : ହୋଇଥାନ୍ତା ବିଶ୍ୱର ସବୁଠୁ ଅଧିକ ତଥ୍ୟଭିତ୍ତିକ ୱେବସାଇଟ୍‌